ବାନ୍ଦିପୁର-ରାଜକୁମାରଙ୍କ-ସହ-ମୁହାଁମୁହିଁ

Chamarajanagar, Karnataka

Jun 10, 2019

ବାନ୍ଦିପୁର ରାଜକୁମାରଙ୍କ ସହ ମୁହାଁମୁହିଁ

କେ.ଏନ୍. ମହେଶ ବାନ୍ଦିପୁର ଜାତୀୟ ଉଦ୍ୟାନ ନିକଟରେ ରହୁଥିବା ଜଣେ ପ୍ରକୃତିବାଦୀ ଏବଂ କୃଷକ। ପରୀରେ ଛଅଟି ଶୃଙ୍ଖଳରେ ଥିବା ଏକ ଫଟୋ ନିବନ୍ଧର ଚତୁର୍ଥ ଫଟୋ ନିବନ୍ଧରେ ସେ ଲଢ଼େଇ କରୁଥିବା ଷଣ୍ଢ, ସମ୍ବେଦନଶୀଳ ଗାଈ, କାମରେ ଲାଗିଥିବା ହାତୀ, ଶିକାରୀ ପକ୍ଷୀ ଆଦିଙ୍କର ଫଟୋ ନେଇଛନ୍ତି।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

K.N. Mahesha

K.N. Mahesha is a trained naturalist and cultivator from Kunagahalli village; he works in Bandipur National Park, Karnataka.

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।