ଏମିତି-ଏକ-ଲମ୍ବା-ଯାତ୍ରା-ଥରକୁ-ଥର-ବାରମ୍ବାର

Central Mumbai, Maharashtra

Feb 16, 2021

ଏମିତି ଏକ ଲମ୍ବା ଯାତ୍ରା, ଥରକୁ ଥର, ବାରମ୍ବାର

ଅଗଷ୍ଟ ମାସରେ,୧୫ ବର୍ଷୀୟ ବିକ୍ରମ ଯେତେବେଳେ ଘରୁ ଲୁଚି ପଳାଇଲା, ତା’ର ମାଆ, ଯିଏ କି କମାଠିପୁରାର ଜଣେ ଯୌନକର୍ମୀ, ତାକୁ ପୁଣି ଫେରାଇ ଆଣିଲେ- ଆଗରୁ ବି ସେ ଘର ଛାଡ଼ି ପଳାଇଥିଲା, ଛୋଟମୋଟ କାମ ଲାଗି ଚେଷ୍ଟା କରିଥିଲା, କାହା କାହା ସହ ଝଗଡ଼ା କରିଥିଲା- ଏ ସବୁ ଥିଲା ଏକ ସରସ ଜୀବନ ଗଢ଼ିବାର ବ୍ୟାକୁଳ ପ୍ରୟାସ ମାତ୍ର

Author

Aayna

Translator

OdishaLIVE

Want to republish this article? Please write to [email protected] with a cc to [email protected]

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Aayna

ଆୟନା ହେଉଛନ୍ତି ‘ପରୀ’ ସହ କାମ କରୁଥିବା ଜଣେ ଦୃଶ୍ୟାତ୍ମକ କାହାଣୀକାର ଓ ଫଟୋଗ୍ରାଫର।