କଚ୍ଛ-ଓଟ-ପାଳକ-ଲକଡାଉନର-ସଙ୍କଟ

Kachchh, Gujarat

Jun 02, 2020

କଚ୍ଛ ଓଟ ପାଳକ : ଲକଡାଉନର ସଙ୍କଟ

ଭାବନ୍ତୁ ତ’ ଜଣେ ଯାଯାବର ପଶୁପାଳକ ଭାବେ ବହୁସଂଖ୍ୟକ ପଶୁ ସହିତ ଆପଣ ଘରଠାରୁ ବହୁ ଦୂରରେ ଅଛନ୍ତି ଓ ସେତିକି ବେଳେ କୋଭିଡ-୧୯ ଲକଡାଉନ ଲାଗୁ ହୋଇଛି ତା’ହେଲେ କ’ଣ ହେବ? ଗୁଜରାଟ କଚ୍ଛ ଜିଲ୍ଲାର ଫକିରାନି ଜାଟମାନେ ସେମାନଙ୍କ କାହାଣୀ କହୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରିତାୟନ ମୁଖାର୍ଜୀ ହେଉଛନ୍ତି କୋଲକାତାରେ ଅବସ୍ଥାନ କରୁଥିବା ଜଣେ ଫଟୋଗ୍ରାଫର ଓ ‘ପରୀ’ର ବରିଷ୍ଠ ଫେଲୋ। ସେ ଭାରତର ପଶୁପାଳକ ଓ ଯାଯାବର ଶ୍ରେଣୀର ଜୀବନଧାରାକୁ ସଂକଳିତ କରିବା ପାଇଁ ଏକ ଦୀର୍ଘ-କାଳୀନ ପ୍ରକଳ୍ପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।