ଗାଁର-ସମସ୍ତେ-ଛାଡ଼ି-ପଳାଇଛନ୍ତି

Beed, Maharashtra

Jan 28, 2019

‘ଗାଁର ସମସ୍ତେ ଛାଡ଼ି ପଳାଇଛନ୍ତି’

ମରାଠାୱାଡ଼ାର ବିଡରେ ରହୁଥିବା ବୟସ୍କ ଲୋକମାନେ ଅକ୍ଟୋବର-ମାର୍ଚ୍ଚ ପର୍ଯ୍ୟନ୍ତ ନିଃସଙ୍ଗ ମାସ ସହିତ ଅଭ୍ୟସ୍ତ ହୋଇଯାଇଛନ୍ତି। ଏହି ସମୟରେ ସେମାନଙ୍କର ପରିବାର ସଦସ୍ୟମାନେ ସେହି ଅଞ୍ଚଳ ଛାଡ଼ି ଆଖୁକ୍ଷେତରେ କାମ କରିବା ଲାଗି ଅନ୍ୟତ୍ର ସ୍ଥାନାନ୍ତର ହୋଇଥାନ୍ତି। ତେଣୁ ସେହି ଅଞ୍ଚଳ ପରିତ୍ୟକ୍ତ ଏବଂ ଜନଶୂନ୍ୟ ହୋଇଯାଏ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।