ଜୈତିର-ଶେଷ-ବାଉଁଶ-କାରିଗର

Pithoragarh, Uttarakhand

Jul 27, 2018

ଜୈତିର ଶେଷ ବାଉଁଶ କାରିଗର

ଗ୍ରାମୀଣ ଉତ୍ତରାଖଣ୍ଡରେ ବାଉଁଶ ସାମଗ୍ରୀ ତିଆରି କରୁଥିବା ନୈନରାମ ବାଜେଲା କହନ୍ତି, ତାଙ୍କ କାମ ପାଇଁ ଅନ୍ୟ ଯେକୌଣସି କଳା ପରି ଧୈର୍ଯ୍ୟ ଆବଶ୍ୟକ ହୋଇଥାଏ। କିନ୍ତୁ କମ୍ ଆୟ ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ତାଙ୍କ ପୁଅମାନେ ଅନ୍ୟ ପେଷାକୁ ଆଦରି ନେଇଛନ୍ତି।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।