ବ୍ୟାଙ୍କରୁ-କାନ୍ଦି-କାନ୍ଦି-ବାହୁଡିଲେ

Parbhani, Maharashtra

Aug 19, 2019

ବ୍ୟାଙ୍କରୁ କାନ୍ଦି କାନ୍ଦି ବାହୁଡିଲେ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାର୍ଷିକ ଫସଲ ବୀମା ପ୍ରିମିୟମ୍‌ ଏହି ବର୍ଷ ଅନ୍‌ଲାଇନ୍‌ରେ ପଇଠ କରାଯିବାକୁ ଥିବାବେଳେ ଏଥିରେ ଅନେକ ବିଭ୍ରାଟ ପରିଲକ୍ଷିତ ହୋଇଛି । ଅନ୍‌ଲାଇନ୍‌ କାର୍ଯ୍ୟ ଭାର ସମ୍ଭାଳିବା ପାଇଁ ମରାଠ୍‌ୱାଡାର ବ୍ୟାଙ୍କଗୁଡିକରେ ଆବଶ୍ୟକ ବ୍ୟବସ୍ଥା ନାହିଁ – ଅଗଷ୍ଟ ୫ ପର୍ଯ୍ୟନ୍ତ ବିଶୃଙ୍ଖଳ ଭାବେ ସଂପ୍ରସାରଣ କରାଯିବା ଯୋଗୁଁ ସମସ୍ୟା ବହୁଗୁଣିତ ହୋଇଛି – ଫଳରେ କୃଷକମାନଙ୍କୁ ଲମ୍ବା ଧାଡିରେ ରହିବାକୁ ହେଉଛି ଓ ସେମାନଙ୍କ ଉଦ୍‌ବେଗ ବୃଦ୍ଧି ପାଇଛି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।