ମରାଠ୍‌ୱାଡା-ମୋସାମ୍ବିର-ରସଶୂନ୍ୟ-ହୋଇଯାଇଛି

Aurangabad, Maharashtra

Aug 20, 2019

ମରାଠ୍‌ୱାଡା ମୋସାମ୍ବିର ରସଶୂନ୍ୟ ହୋଇଯାଇଛି

ବର୍ଷ ବର୍ଷ ଧରି ମରୁଡି ପରିସ୍ଥିତି ବଜାୟ ରହିବା ଯୋଗୁଁ, ଦେଶର ଏକ ପ୍ରମୁଖ ଫଳ ଯୋଗାଣକାରୀ ସ୍ଥାନ ମରାଠ୍‌ୱାଡାର ମୋସାମ୍ବି ବଗିଚା - ଯେଉଁଥିପାଇଁ ପ୍ରଚୁର ପାଣି ଆବଶ୍ୟକ ହୋଇଥାଏ- ଶୁଖି ଯାଇଛି । ଋଣ ବୋଝ ତଳେ ଦବି ରହିଥିବା ଏହି କୃଷକମାନେ ସେମାନଙ୍କ ଗଛଗୁଡିକୁ ସମୂଳେ ଉପାଡି ଅନ୍ୟ ଏକ ଚାଷପାଇଁ ପ୍ରସ୍ତୁତ ହେଉଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।