ମହାନଗରରେ-ପ୍ରେମ-ଓ-ନିଜ-ପାଇଁ-ଏକ-ସ୍ଥାନ

Mumbai, Maharashtra

Jan 04, 2023

ମହାନଗରରେ ପ୍ରେମ ଓ ନିଜ ପାଇଁ ଏକ ସ୍ଥାନ

ଗ୍ରାମୀଣ ମହାରାଷ୍ଟ୍ରର ଜଣେ ଯୁବତୀ ଏବଂ ପରଲିଙ୍ଗି (ଟ୍ରାନ୍ସ) ପୁରୁଷ ନିଜର ପ୍ରେମ କାହାଣୀ କହିଛନ୍ତି ଯାହାକି ସାମାଜିକ ମାନ୍ୟତା, ନ୍ୟାୟ, ପରିଚୟ ଭାବନା ଏବଂ ଏକ ମିଳିତ ଭବିଷ୍ୟତ ପାଇଁ ସେମାନଙ୍କ କଷ୍ଟ ଓ ସଂଘର୍ଷକୁ ଦର୍ଶାଉଛି

Author

Aayna

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aayna

ଆୟନା ହେଉଛନ୍ତି ‘ପରୀ’ ସହ କାମ କରୁଥିବା ଜଣେ ଦୃଶ୍ୟାତ୍ମକ କାହାଣୀକାର ଓ ଫଟୋଗ୍ରାଫର।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।