ମୁଁ-ଗାଁକୁ-ଭାରି-ଭଲ-ପାଏ-କିନ୍ତୁ-ସେଠାରେ-ଆଉ-ବଞ୍ଚି-ହେବନାହିଁ

Barwani, Madhya Pradesh

Dec 02, 2019

‘ମୁଁ ଗାଁକୁ ଭାରି ଭଲ ପାଏ, କିନ୍ତୁ ସେଠାରେ ଆଉ ବଞ୍ଚି ହେବନାହିଁ’

ଶୁଖଲାଲ ସୁଲିୟା, ୮୩, ମଧ୍ୟପ୍ରଦେଶରେ ଅବସ୍ଥିତ ତାଙ୍କ ଗ୍ରାମ୍ୟ ଜୀବନ କଥା ମନେ ପକାଉଛନ୍ତି, ଯେତେବେଳେ ବାଇସାଇକେଲ୍‌ ଆଭିଜାତ୍ୟକୁ ସୂଚାଉଥିଲା, ପ୍ରଚୁର ଶସ୍ୟ ଉତ୍ପାଦନ ହେଉଥିଲା ଓ ମେସିନ୍‌ଗୁଡିକର ବ୍ୟବହାର ଅତି ସୀମିତ ଥିଲା। ପରୀ ପାଇଁ ଏହି କାହାଣୀକୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପାଇଁ ଉପସ୍ଥାପନ କରିଛନ୍ତି

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Nia Chari and Akil Ravi

ନିଆ ଚାରି ଓ ଅକିଲ ରବି ଉଭୟଙ୍କ ବୟସ ୧୩ ବର୍ଷ ଓ ସେମାନେ ବାଙ୍ଗାଲୁରୁ ସ୍ଥିତ ସେଣ୍ଟର ଫର୍‌ ଲର୍ଣ୍ଣିଂର ୯ମ ଶ୍ରେଣୀର ଛାତ୍ର ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।