ମୁମ୍ବାଇର-ସେହି-ଗାର୍ଡ-ଯିଏ-କେବେ-ମଧ୍ୟ-ନିରାପତ୍ତା-କଣ-ଜାଣିପାରିଲାନାହିଁ

Mumbai, Maharashtra

Dec 14, 2021

ମୁମ୍ବାଇର ସେହି ଗାର୍ଡ ଯିଏ କେବେ ମଧ୍ୟ ନିରାପତ୍ତା କ’ଣ ଜାଣିପାରିଲାନାହିଁ

ଏକ ବଡ ସହରର ବହୁତଳ ନଭଶ୍ଚୁମ୍ଭୀ କୋଠାର ଗ୍ରାଉଣ୍ଡରେ କାମ କରୁଥିବା ସିକ୍ୟୁରିଟି ଗାର୍ଡ ତାଙ୍କ ସ୍ତ୍ରୀ ଓ ନବଜାତ ଶିଶୁ ସହିତ ଦେଖା କରିବାକୁ ଯାଇପାରିଲେ ନାହିଁ । ସେ ଅପେକ୍ଷା କଲେ, ପ୍ରାର୍ଥନା କଲେ, ଶେଷ ପର୍ଯ୍ୟନ୍ତ ଚେଷ୍ଟା କେଲେ, ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା

Author

Aayna

Translator

OdishaLIVE

Illustrations

Antara Raman

Want to republish this article? Please write to [email protected] with a cc to [email protected]

Author

Aayna

ଆୟନା ହେଉଛନ୍ତି ‘ପରୀ’ ସହ କାମ କରୁଥିବା ଜଣେ ଦୃଶ୍ୟାତ୍ମକ କାହାଣୀକାର ଓ ଫଟୋଗ୍ରାଫର।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Illustrations

Antara Raman

ଅନ୍ତରା ରମଣ ଜଣେ ଚିତ୍ରକର ଏବଂ ସାମାଜିକ ପ୍ରକ୍ରିୟା ଓ ପୌରାଣିକ ଚିତ୍ର ପ୍ରତି ଆଗ୍ରହ ରହିଥିବା ଜଣେ ୱେବସାଇଟ୍ ଡିଜାଇନର୍। ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ଟ, ଡିଜାଇନ୍ ଏବଂ ଟେକ୍ନୋଲୋଜିର ସ୍ନାତକ ଭାବେ ସେ ବିଶ୍ୱାସ କରନ୍ତି ଯେ କାହାଣୀ ବର୍ଣ୍ଣନା ଏବଂ ଚିତ୍ରକଳା ସହଜୀବୀ।

Editor

Sharmila Joshi

ଶର୍ମିଳା ଯୋଶୀ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପୂର୍ବତନ କାର୍ଯ୍ୟନିର୍ବାହୀ ସମ୍ପାଦିକା ଏବଂ ଜଣେ ଲେଖିକା ଓ ସାମୟିକ ଶିକ୍ଷୟିତ୍ରୀ