as-voting-nears-its-payback-time-in-punjab-or

Faridkot, Punjab

May 26, 2024

ଭୋଟଗ୍ରହଣ ପାଖେଇ ଆସୁଥିବା ବେଳେ ପଞ୍ଜାବରେ ଏବେ ହିସାବନିକାଶର ବେଳ

ତିନିଟି ନିଦାଘ ପୂର୍ବରୁ, ଆନ୍ଦୋଳନକାରୀ କୃଷକମାନଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ନ ଦେବା ପାଇଁ କେମିତି ବର୍ବରତାର ସହ ବଳପ୍ରୟୋଗ କରାଯାଇଥିଲା, ତାହାକୁ ସାରା ଦେଶ ହତଚକିତ ହୋଇ ଦେଖିଥିଲା । ଏବେ ପଞ୍ଜାବରେ ନିର୍ବାଚନ ପ୍ରଚାର ସମୟରେ, କୃଷକମାନେ ସେହି ପୁରୁଣା ଋଣ ପରିଶୋଧ କରୁଛନ୍ତି – ଅହିଂସାପୂର୍ଣ୍ଣ ଭାବରେ

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Vishav Bharti

ବିଶବ ଭାରତୀ ହେଉଛନ୍ତି ପଞ୍ଜାବରେ ଅବସ୍ଥାନ କରୁଥିବା ଜଣେ ସାମ୍ବାଦିକ ଓ ବରିଷ୍ଠ ‘ପରୀ’ ଫେଲୋ। ପଞ୍ଜାବର କୃଷି ସମସ୍ୟା ଓ ପ୍ରତିରୋଧ ଆନ୍ଦୋଳନ ସମ୍ପର୍କରେ ସେ ବିଗତ ଦୁଇ ଦଶନ୍ଧି ଧରି ଲେଖି ଆସୁଛନ୍ତି।

Editor

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।