the-kamalkosh-cane-mat-tells-a-story-or

Cooch Behar, West Bengal

Jun 27, 2024

କାହାଣୀଟିଏ କହେ କମଲକୋଷ ବେତ ଚଟେଇ

ପ୍ରଭାତୀ ଧର ଜଣେ ପ୍ରବୀଣ ଚଟେଇ ବୁଣାକାର ଏବଂ ତାଙ୍କ ଚଟେଇରେ ଥାଏ କଦଳୀ ଗଛ ଏବଂ ମୟୂର ଭଳି ଅନେକ ଶୁଭ ସନ୍ତକ। କମଲକୋଷ ବୁଣିବା ଏକ ବିରଳ କାରିଗରୀ ଦକ୍ଷତା ଏବଂ ପଶ୍ଚିମବଙ୍ଗର କୁଚବିହାରରେ ସେ ତାଙ୍କର ଏହି ଦକ୍ଷତାକୁ ଯୁବ ପିଢ଼ିକୁ ହସ୍ତାନ୍ତର କରିବାରେ ଲାଗି ପଡ଼ିଛନ୍ତି

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Shreya Kanoi

ଶ୍ରେୟା କାନୋଇ ଜଣେ ଡିଜାଇନ୍‌ ଗବେଷକ, ଯେ କି ବିଭିନ୍ନ କାରିଗରୀ ଓ ଜୀବିକାର ସନ୍ଧିସ୍ଥଳରେ କାର୍ଯ୍ୟରତ। ସେ ମଧ୍ୟ ୨୦୨୩ର ଜଣେ ‘ପରୀ-ଏମ୍‌ଏମ୍‌ଏଫ୍’ ଫେଲୋ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।