ଖରାରେ-ବି-ପାଣି-ପିଇଲେ-ନିଜକୁ-ଦୋଷୀ-ମନେହୁଏ...

Latur, Maharashtra

Oct 29, 2019

‘ଖରାରେ ବି ପାଣି ପିଇଲେ ନିଜକୁ ଦୋଷୀ ମନେହୁଏ…’

ଲାଟୁରର ସାଲୁଭାଇ ଚଭନ୍‌ ପ୍ରତିଦିନ ନିଜ ପରିବାର ପାଇଁ ପାଣି ଭରିବାକୁ ଆଠ ଘଣ୍ଟା ସମୟ ବ୍ୟୟ କରନ୍ତି; ଅନ୍ୟମାନେ ଔରଙ୍ଗାବାଦର ବିୟର ଫ୍ରାକ୍ଟ୍ରିଗୁଡ଼ିକଠାରୁ ତିନିଗୁଣ ଅଧିକ ଦାମ୍‌ ବ୍ୟୟ କରନ୍ତି । ଏବଂ ସାଧାରଣତଃ ମହିଳାମାନେ ହିଁ ଏହି ହାଡ଼ଭଙ୍ଗା ପରିଶ୍ରମ କରନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।