asha-ogale-1936-2025-or

Pune, Maharashtra

Sep 30, 2025

ଆଶା ଓଗଲେ: 1936-2025

ପରୀର ଗ୍ରାଇଣ୍ଡମିଲ ସଙ୍ଗ୍‌ସ ପ୍ରୋଜେକ୍ଟ (ଜି.ଏସ୍‌.ପି) ପ୍ରେରଣାଦାୟୀ ଆଶା ତାଇଙ୍କ ନିକଟରେ ଋଣୀ, ଯିଏ ହଜାର ହଜାର ଓଭି (ଦୋହା) ଅନୁବାଦ କରିଛନ୍ତି ଯାହା ମହାରାଷ୍ଟ୍ରରେ ମହିଳାମାନେ ଶସ୍ୟ ଚୁରିବା ବେଳେ ଗାଇଥାନ୍ତି । ଅନ୍ତର୍ଜାତୀୟ ଅନୁବାଦ ଦିବସ ଅବସରରେ ଆମେ ଏହି ଅସାଧାରଣ ଅନୁବାଦିକାଙ୍କ ସମ୍ପର୍କରେ ଏକ ଭିଡିଓ ପ୍ରସ୍ତୁତ କରିଛୁ ଯିଏ ତାଙ୍କ କ୍ଷମତାଠାରୁ ଯଥେଷ୍ଟ ଅଧିକ କାମ କରିଛନ୍ତି

Want to republish this article? Please write to [email protected] with a cc to [email protected]

Author

Namita Waikar and PARI GSP Team

ଆଶା ଓଗଲେ (ଅନୁବାଦ); ବର୍ଣ୍ଣାଡ ବେଲ (ଡିଜିଟାଇଜେସନ, ଡାଟାବେସ ଡିଜାଇନ, ବିକାଶ ଏବଂ ପରିଚାଳନା); ଜିତେନ୍ଦ୍ର ମୈଡ (ପ୍ରତିଲେଖନ, ଅନୁବାଦ ସହକାରୀ); ନମିତା ୱାଇକର (ପ୍ରକଳ୍ପ ମୁଖ୍ୟ ଏବଂ ସଂଗ୍ରହଣ); ରଜନୀ ଖଳଦକର (ଡାଟା ଏଣ୍ଟ୍ରି)

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Video Editor

Sinchita Parbat

ସିଞ୍ଚିତା ପର୍ବତ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ଭିଡିଓ ସମ୍ପାଦିକା ଏବଂ ଜଣେ ମୁକ୍ତବୃତ୍ତିର ଫଟୋଗ୍ରାଫର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ପୂର୍ବରୁ ସିଞ୍ଚିତା ମାଜୀ ନାମରେ ତାଙ୍କର କାହାଣୀଗୁଡ଼ିକ ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।