ଏମ୍‌ଏଫ୍‌ଆଇ-ଋଣ-ତାଲାବନ୍ଦ-ସମୟରେ-ଭୟ-ଓ-ଘୃଣା-ମନୋଭାବ-ସୃଷ୍ଟି-କରିଛି

Osmanabad, Maharashtra

Jun 17, 2020

ଏମ୍‌ଏଫ୍‌ଆଇ ଋଣ : ତାଲାବନ୍ଦ ସମୟରେ ଭୟ ଓ ଘୃଣା ମନୋଭାବ ସୃଷ୍ଟି କରିଛି

କୋଭିଡ୍‌ -୧୯ ଓ ତାଲାବନ୍ଦ ଯୋଗୁଁ ଗରିବମାନଙ୍କ ଉପାର୍ଜନ ହାର ଦ୍ରୁତଗତିରେ ହ୍ରାସ ପାଇଛି । ହେଲେ, ବିପର୍ଯ୍ୟୟ ଯେତେ ଭୟଙ୍କର ହେଲେ ସୁଦ୍ଧା ଏହାକୁ ଖାତିର ନକରି ମରାଠ୍‌ୱାଡାର ମାଇକ୍ରୋ ଫାଇନାନ୍ସ ସଂସ୍ଥା ସେମାନଙ୍କ ନିଃସହାୟ ଗ୍ରାହକଙ୍କଠାରୁ ଋଣ କିସ୍ତି ଆଦାୟ କରିବା ପାଇଁ ସେମାନଙ୍କୁ ନିରନ୍ତର ହଇରାଣ କରୁଛନ୍ତି ।

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।