ଏଲିଫାଣ୍ଟା-ଦ୍ୱୀପରେ-ଶେଷ-ଛାତ୍ର

Mumbai Suburban, Maharashtra

Apr 02, 2022

ଏଲିଫାଣ୍ଟା ଦ୍ୱୀପରେ ଶେଷ ଛାତ୍ର

ମୁମ୍ବାଇ ଉପକୂଳରେ ଥିବା ଘରପୁରୀ ଗାଁରେ, ଦୁର୍ବଳ ଭିତ୍ତିଭୂମି, କୁଣ୍ଠିତ ଶିକ୍ଷକମାନେ ଏବଂ ଅନ୍ୟ ସମସ୍ୟାଗୁଡ଼ିକ ପିତାମାତାଙ୍କୁ ମୁଖ୍ୟ ଅଞ୍ଚଳରେ ବା ମେନ୍‌ଲ୍ୟାଣ୍ଡରେ ଥିବା ସ୍କୁଲଗୁଡ଼ିକରେ ସେମାନଙ୍କ ପିଲାମାନଙ୍କ ନାମ ଲେଖାଇବାକୁ ବାଧ୍ୟ କରିଛି – ଏବଂ ଦ୍ୱୀପର ଏକମାତ୍ର ସ୍କୁଲ ଚଳିତ ମାସରେ ବନ୍ଦ ହୋଇଯିବ

Author

Aayna

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

Aayna

ଆୟନା ହେଉଛନ୍ତି ‘ପରୀ’ ସହ କାମ କରୁଥିବା ଜଣେ ଦୃଶ୍ୟାତ୍ମକ କାହାଣୀକାର ଓ ଫଟୋଗ୍ରାଫର।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।