ଜ୍ୱର-ଭୟ-ଏବଂ-ଗୋରଖପୁରରେ-ହଜିଯାଇଥିବା-ସଂଖ୍ୟା

Gorakhpur, Uttar Pradesh

May 18, 2022

ଜ୍ୱର, ଭୟ ଏବଂ ଗୋରଖପୁରରେ ହଜିଯାଇଥିବା ସଂଖ୍ୟା

ବିଗତ ୪ ଦଶନ୍ଧି ହେଲା ପୂର୍ବ ଉତ୍ତରପ୍ରଦେଶରେ ଏନ୍‌ସେଫାଲାଇଟିସ୍ ଯୋଗୁ ହଜାର ହଜାର ପିଲା ମୃତ୍ୟୁମୁଖରେ ପଡ଼ିଛନ୍ତି । ଯଦିଓ ସରକାରୀ ଭାବେ ଦର୍ଶାଯାଇଥିବା ସଂଖ୍ୟାରେ ମାମଲା ଏବେ ଅନେକାଂଶରେ କମିଯାଇଥିବା ଦର୍ଶାଯାଉଛି, କମ୍‌ ଗଣନାର ଚିନ୍ତାଗୁଡ଼ିକ ଭିତରେ ରୋଗ ଏବେ ବି ଭୟ ସୃଷ୍ଟି କରେ

Translator

OdishaLIVE

Reporter

Parth M.N.

Want to republish this article? Please write to [email protected] with a cc to [email protected]

Reporter

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Editor

Vinutha Mallya

ବିନୁତା ମାଲ୍ୟା ଜଣେ ସାମ୍ବାଦିକା ଓ ସମ୍ପାଦିକା। ପୂର୍ବରୁ ସେ ପିପୁଲ୍ସ ଆର୍କାଇଭ୍‌ ଅଫ ରୁରଲ ଇଣ୍ଡିଆର ସମ୍ପାଦକୀୟ ମୁଖ୍ୟ ଥିଲେ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।