ମୁଁ-ଆବର୍ଜନାରେ-ଜନ୍ମ-ହୋଇଥିଲି-ଆବର୍ଜନାରେ-ମରିବି

Mumbai Suburban, Maharashtra

Dec 02, 2019

‘ମୁଁ ଆବର୍ଜନାରେ ଜନ୍ମ ହୋଇଥିଲି, ଆବର୍ଜନାରେ ମରିବି’

ମୁମ୍ବାଇର ବିଶାଳ ଦେଓନାର ଡମ୍ପିଂ ଗ୍ରାଉଣ୍ଡରେ ଅଳିଆ ଗୋଟାଉଥିବା ୭୫ ବର୍ଷ ବୟସ୍କା କିତାବୁନ୍‌ ନିଶା ଶେଖ୍‌ ନିଜ ପରିବାରର ଦାୟିତ୍ୱ ବୁଝିବା ପାଇଁ ସାରା ଜୀବନ ଦାରିଦ୍ର୍ୟ ଏବଂ ହିଂସାକୁ ସହ୍ୟ କରିଛନ୍ତି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।