ସେମାନେ-ପଶୁମାନଙ୍କୁ-ଭୋଟ୍-ମାଗନ୍ତୁ

New Delhi, Delhi

Jan 14, 2020

‘ସେମାନେ ପଶୁମାନଙ୍କୁ ଭୋଟ୍ ମାଗନ୍ତୁ’

ଜଙ୍ଗଲ ଅଧିକାର ଆଇନ ଉପଯୋଗ ଦାବି ନେଇ ଗତ ସପ୍ତାହରେ ଦିଲ୍ଲୀରେ ଆୟୋଜିତ ଏକ ସମାବେଶରେ ଅନେକ ବ୍ୟକ୍ତି, ବନ ବିଭାଗ ସହ ମୁକାବିଲା, ଜଙ୍ଗଲ ଅଧିକାର ପାଇବା ପାଇଁ ସେମାନଙ୍କର ସଂଘର୍ଷ ଏବଂ ସଂପ୍ରତି ବିଚାରାଧୀନ ଏକ ମାମଲାରେ FRAକୁ ସୁରକ୍ଷିତ ରଖିବା ଲାଗି ସଂକଳ୍ପ ସଂପର୍କରେ କହିଥିଲେ

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Janhavi Mittal

ଜାହ୍ନବୀ ମିତ୍ତଲ ଦିଲ୍ଲୀରେ ରହନ୍ତି ଏବଂ ଜମି ଓ ସମ୍ବଳ ଅଧିକାର ପ୍ରସଙ୍ଗ ଉପରେ କାର୍ଯ୍ୟରତ କାଲିଫୋର୍ଣ୍ଣିଆର ଏକ ଆଇନଜୀବୀ ଗୋଷ୍ଠୀ ଓକ୍‌ଲ୍ୟାଣ୍ଡ ଇନ୍‌ଷ୍ଟିଚ୍ୟୁଟ୍‌ର ସେ ଜଣେ ଗବେଷକ ଏବଂ ନୀତି ବିଶ୍ଳେଷକ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।