ହାଇଦ୍ରାବାଦ୍‌ର-ପୁରୁଣା-ସହରର-ବେନାମୀ-ଦୋକାନ

West Hyderabad, Telangana

Feb 16, 2022

ହାଇଦ୍ରାବାଦ୍‌ର ପୁରୁଣା ସହରର ବେନାମୀ ଦୋକାନ

ପ୍ଲାଷ୍ଟିକ୍‌ ଟୋକେନ୍‌ ଆଉ କାଗଜ ରସିଦ୍‌ର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଉଥିବା ବେଳେ, ହାଇଦ୍ରାବାଦ୍‌ର ଅଳ୍ପ କେତୋଟି ପୁରୁଣା ଚା’ଦୋକାନ ଆଉ ଭୋଜନାଳୟ ପାଇଁ ଏବେ ମଧ୍ୟ ଧାତୁର ‘କ୍ୟାଣ୍ଟିନ୍‌ କଏନ୍‌’ ଢଳେଇ କରୁଥିବା ଅବଶିଷ୍ଟ କାରିଗରମାନଙ୍କ ମଧ୍ୟରେ ମହମ୍ମଦ ଅଜିମ ମଧ୍ୟ ଅଛନ୍ତି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Sreelakshmi Prakash

ଶ୍ରୀଲକ୍ଷ୍ମୀ ପ୍ରକାଶ ସଂଚାର ବିଦ୍ୟାରେ ସ୍ନାତକୋତ୍ତର ଉପାଧି ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ସହର ସାରା ବୁଲି ଲୋକଙ୍କ କଥା ଶୁଣିବାରେ ସେ ଆନନ୍ଦ ପାଆନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।