how-do-you-expect-farmers-to-survive-or

Parbhani, Maharashtra

Feb 10, 2025

‘ଚାଷୀମାନେ ବଞ୍ଚି ରହିବେ ବୋଲି ଆପଣ କିପରି ଆଶା କରୁଛନ୍ତି’

କପା ଚାଷୀ ଗଣେଶ ସିନ୍ଧେ ୩୦ ବର୍ଷ ଧରି କେନ୍ଦ୍ର ବଜେଟ୍ ୨୦୨୫ରେ ପ୍ରସ୍ତାବିତ ‘‘କପା ଉତ୍ପାଦକତା ପାଇଁ ମିଶନ୍’’ ପରିପ୍ରେକ୍ଷୀରେ ଖୁବ୍ କମ୍ ଆଶା ଦେଖୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Parth M.N.

ପାର୍ଥ ଏମ୍‌.ଏନ୍‌ ୨୦୧୭ ମସିହାରେ ପରୀର ଫେଲୋ ରହିଥିଲେ ଏବଂ ଜଣେ ସ୍ଵାଧୀନ ସାମ୍ଵାଦିକ ଭାବେ ବିଭିନ୍ନ ନ୍ୟୁଜ୍‌ ୱେବସାଇଟ ପାଇଁ କାମ କରୁଛନ୍ତି। ସେ କ୍ରିକେଟ ଖେଳିବା ଏବଂ ବୁଲାବୁଲି କରିବାକୁ ଭଲପାଆନ୍ତି।

Editor

Dipanjali Singh

ଦିପାଞ୍ଜଳି ସିଂହ ପିପୁଲ୍ସ ଆରକାଇଭସ୍ ଅଫ୍ ରୁରାଲ ଇଣ୍ଡିଆରେ ବରିଷ୍ଠ ସହାୟକ ସମ୍ପାଦକ। ସେ ମଧ୍ୟ ପରୀ ଲାଇବ୍ରେରୀ ପାଇଁ ବିଭିନ୍ନ ଦସ୍ତାବିଜ୍ ର ଗବେଷଣା ଓ ପ୍ରସ୍ତୁତି କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।