laad-haiko-or

West Singhbhum District, Jharkhand

Feb 15, 2024

ଲାଡ୍‌ ହାଇକୋ

ହୋ ଚାଷୀ ବିର୍ସା ହେମ୍ବ୍ରମ୍‌ଙ୍କ ହାତ ରନ୍ଧା ମାଛ ବ୍ୟଞ୍ଜନ

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Text

Ritu Sharma

ଋତୁ ଶର୍ମା ପରୀରେ ବିଲୁପ୍ତପ୍ରାୟ ଭାଷା ସମ୍ପାଦକ ଅଟନ୍ତି। ସେ ଭାଷା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଏବଂ ଭାରତରେ କଥିତ ଭାଷାଗୁଡ଼ିକୁ ସଂରକ୍ଷିତ ଓ ପୁନର୍ଜୀବିତ କରିବା ଦିଗରେ କାର୍ଯ୍ୟରତ ଅଛନ୍ତି।

Video

Rahul Kumar

ରାହୁଲ କୁମାର ଝାଡ଼ଖଣ୍ଡରେ ରହୁଥିବା ଜଣେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଏବଂ ମେମୋରୀ ମେକର୍ସ ଷ୍ଟୁଡିଓର ପ୍ରତିଷ୍ଠାତା। ତାଙ୍କୁ ଗ୍ରୀନ୍‌ ହବ୍‌ ଇଣ୍ଡିଆ ଏବଂ ଲେଟ୍ସ ଡକ୍‌ ଠାରୁ ଫେଲୋସିପ୍‌ରେ ସମ୍ମାନିତ କରାଯାଇଛି ଏବଂ ସେ ଭାରତର ଗ୍ରାମୀଣ ଜୀବିକା ଫାଉଣ୍ଡେସନ୍‌ ସହିତ କାମ କରିଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।