young-farmers-educated-unemployed-and-unmarriageable-or

Yavatmal, Maharashtra

May 22, 2024

ଯୁବ ଚାଷୀ: ଶିକ୍ଷିତ, ବେକାର ଏବଂ ଅବିବାହିତ

ୟବତମାଲରେ, ବାସ୍ତବରେ ସମଗ୍ର ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ, ବିବାହ କ୍ଷେତ୍ରରେ ସଂକଟ ଦେଖାଦେଇଛି: ପୁରୁଷମାନେ କନ୍ୟା ଖୋଜି ପାଉ ନାହାନ୍ତି ଏବଂ ଗରିବ କୃଷକଙ୍କୁ ବାଦ୍‌ ଦେଇ କେବଳ ସରକାରୀ ଚାକିରିଆଙ୍କ ସହିତ ଯୁବତୀମାନଙ୍କର ବିବାହ ସଂପନ୍ନ ହେଉଛି । ଏହା ହେଉଛି କୃଷି କ୍ଷେତ୍ରରୁ ଆୟ ହ୍ରାସର ପ୍ରତ୍ୟକ୍ଷ ପରିଣତି । ୨୦୨୪ର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯେଉଁ ଦୁଇଟି କଥା ମନରେ ରହିଛି ତାହା ହେଲା ରୋଜଗାର ହ୍ରାସ ଏବଂ ବିବାହର କ୍ଷୀଣ ସମ୍ଭାବନା

Want to republish this article? Please write to [email protected] with a cc to [email protected]

Author

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।