ଏକ-ସାନ୍ତାଳ-ଗାଁରେ-ସ୍କୁଲ୍‌ଠାରୁ-ଦୂର-ସ୍କୁଲ୍‌ଟିଏ

Bankura, West Bengal

Jul 31, 2019

ଏକ ସାନ୍ତାଳ ଗାଁରେ ସ୍କୁଲ୍‌ଠାରୁ ଦୂର ସ୍କୁଲ୍‌ଟିଏ

ପଶ୍ଚିମବଙ୍ଗ ଚଚନପୁର ଗାଁର ଏକ ସାନ୍ତାଳ କୃଷକ ପରିବାରର ଜଣେ ଗ୍ରାଜୁଏଟ୍‌ ରେବା ମୁର୍ମୁ। ଏକ ବିକଳ୍ପ ସ୍କୁଲ୍‌ ଆରମ୍ଭ କରିବା ପାଇଁ ସେ ତାଙ୍କ ଜମିରୁ କିଛି ଲିଜ୍‌ ଦେଇଥିଲେ, କାରଣ ସେ ବିଶ୍ୱାସ କରନ୍ତି ଯେ, ଆଦିବାସୀମାନଙ୍କୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ଉତ୍ତମ ଶିକ୍ଷା ହିଁ ସହାୟକ ହେବ ।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Joydip Mitra

ଜୟଦୀପ ମିତ୍ର, କୋଲକାତାର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର, ଯିଏ ସମଗ୍ର ଭାରତର ଲୋକ, ମେଳା ଓ ଉତ୍ସବର ଲେଖାରୂପ ପ୍ରସ୍ତୁତ କରନ୍ତି । ତାଙ୍କ ଲେଖା, ‘ଜେଟ୍‌ୱିଙ୍ଗସ’, ‘ଆଉଟ୍‌ଲୁକ୍‌ ଟ୍ରାଭେଲରେ’ ଏବଂ ‘ଇଣ୍ଡିଆ ଟୁଡେ ଟ୍ରାଭେଲ୍‌ ପ୍ଲସ୍‌’ ସମେତ ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇଛି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।