the-dauri-weavers-of-bania-chhapar-village-or

Gopalganj, Bihar

May 04, 2025

ବଣିଆ ଛାପର ଗାଁର ଦଉଡ଼ି ବୁଣାଳୀ

ଉତ୍ତର-ପଶ୍ଚିମ ବିହାରର ଆର୍ଦ୍ରଭୂମି ଅଞ୍ଚଳରେ ହେଉଥିବା କାଶତଣ୍ଡୀ ବା ମୁଞ୍ଜ ଘାସରେ ମହିଳାମାନେ ପେଡ଼ି (ଆଲମାରୀ) ଓ ଅନ୍ୟାନ୍ୟ ଘରେ ବ୍ୟବହାର କରିବା ଓ ବିଶେଷ ଅବସରରେ ଉପହାର ରୂପେ ଦେବା ଭଳି ସାମଗ୍ରୀ ତିଆରି କରନ୍ତି।

Want to republish this article? Please write to [email protected] with a cc to [email protected]

Author

Siddhi Kalbhor

ସିଦ୍ଧି କାଲଭୋରଙ୍କର ପୁନା ବିଶ୍ଵବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଉପାଧି ରହିଛି। ଇଣ୍ଡିଆ ଫେଲୋ ପକ୍ଷରୁ ଫେଲୋଶିପ କରୁଥିବା ସମୟରେ ସେ ‘ପ୍ରୟୋଗ’ ଆନୁକୂଲ୍ୟରେ ଜଣେ ପାଠାଗାର ଶିକ୍ଷା ପ୍ରଦାନକାରୀ ଭାବେ ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ପିଲାଙ୍କ ପାଠାଗାର ନିର୍ମାଣ କରିବାରେ ସହାୟତା କରୁଥିଲେ। 
 

Editor

Dipanjali Singh

ଦୀପାଞ୍ଜଳି ସିଂ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହାୟକ ସମ୍ପାଦିକା। ସେ ପରୀ ଲାଇବ୍ରେରୀ ପାଇଁ ଗବେଷଣା କରିବା ସହିତ ଦସ୍ତାବିଜ ପ୍ରସ୍ତୁତ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।