ଶେଷ-ଶଗଡ଼-ହାରୋଲିର-ଶେଷ-କାରିଗର

Kolhapur, Maharashtra

Apr 05, 2020

ଶେଷ ଶଗଡ଼, ହାରୋଲିର ଶେଷ କାରିଗର

ପରୀ ସ୍ୱେଚ୍ଛାସେବୀ ସଂକେତ ଜୈନ ଲକ୍ଷ୍ୟ ରଖିଛନ୍ତି ଯେ ଭାରତର ୩୦୦ ଟି ଗାଁ ବୁଲିବେ ଏବଂ ଅନ୍ୟ କାହାଣୀ ସହିତ ଏହି ଫିଚର୍ ମଧ୍ୟ ଉପସ୍ଥାପନ କରିବେ: ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଏକ ଫଟୋଗ୍ରାଫ୍ ଏବଂ ସେହି ଫଟୋଗ୍ରାଫ୍ର ଏକ ସ୍କେଚ୍। ପରୀ ସିରିଜ୍ର ଏହା ଅଷ୍ଟମ କାହାଣୀ। ଫଟୋ କିମ୍ବା ସ୍କେଚ୍ ପୂରା ଦେଖିବା ପାଇଁ ସ୍ଲାଇଡର୍ ଯେକୌଣସି ପଟକୁ ଡ୍ର କରନ୍ତୁ।

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Sanket Jain

ସାଙ୍କେତ ଜୈନ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ । ସେ ୨୦୨୨ର ଜଣେ ବରିଷ୍ଠ ପରୀ ସଦସ୍ୟ ଏବଂ ୨୦୧୯ର ଜଣେ ପରୀ ସଦସ୍ୟ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।