ଜୀବନ-ଓ-ପ୍ରେମକୁ-ନେଇ-ଜଣେ-ମଈଁଷି-ପାଳକଙ୍କ-ଗୀତ

Jorhat, Assam

Jan 02, 2023

ଜୀବନ ଓ ପ୍ରେମକୁ ନେଇ ଜଣେ ମଈଁଷି ପାଳକଙ୍କ ଗୀତ

ଆସାମରେ ମିସିଂ ସମୁଦାୟର ଅଧିବାସୀ ହେଉଛନ୍ତି ସତ୍ୟଜିତ ମୋରାଙ୍ଗ। ଏହି ଭିଡିଓରେ ସେ ଓଇନିଟୋମ ଶୈଳୀରେ ଏକ ପ୍ରେମ ସଙ୍ଗୀତ ଗାଉଛନ୍ତି ଏବଂ ବ୍ରହ୍ମପୁତ୍ର ନଦୀରେ ସୃଷ୍ଟି ହୋଇଥିବା ଦ୍ୱୀପପୁଞ୍ଜରେ ମଇଁଷି ପାଳନ ସମ୍ପର୍କରେ କଥା ହେଉଛନ୍ତି

Want to republish this article? Please write to [email protected] with a cc to [email protected]

Author

Himanshu Chutia Saikia

ହିମାଂଶୁ ଚୁତିୟା ସାଇକିଆ, ସମ୍ପ୍ରତି ମୁମ୍ବାଇରେ ରହୁଛନ୍ତି, ଜଣେ ସ୍ଵାଧୀନ ବୃତ୍ତଚିତ୍ର ନିର୍ମାତା, ଚଳଚ୍ଚିତ୍ର ସମ୍ପାଦକ ଏବଂ ଆସାମର ଜଣେ ସଙ୍ଗୀତଜ୍ଞ ଅଟନ୍ତି। ସେ ୨୦୨୧ରୁ ପରୀର ଫେଲୋ ଭାବେ କାମ କରିଆସୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।