ନୋଟ୍‌ବନ୍ଦି-ଯୋଗୁଁ-ନାସିକ୍‌ର-ଟମାଟରୁ-ସବୁ-ରସ-ନିଗିଡି-ଯାଇଛି

Nashik, Maharashtra

Oct 24, 2019

ନୋଟ୍‌ବନ୍ଦି ଯୋଗୁଁ ନାସିକ୍‌ର ଟମାଟରୁ ସବୁ ରସ ନିଗିଡି ଯାଇଛି

ମହାରାଷ୍ଟ୍ରର ନାସିକ ଜିଲ୍ଲା- ଯେଉଁଠାରୁ ଭାରତରେ ଉପଲବ୍ଧ ପ୍ରତ୍ୟେକ ଚାରିଟି ଟମାଟରୁ ଗୋଟିଏ ଟମାଟ ଆସିଥାଏ-ର କୃଷକମାନେ, ନଭେମ୍ବର ୭ ର ବିମୁଦ୍ରୀକରଣ ପରେ ଟମାଟର ମୂଲ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ନିମ୍ନସ୍ତରରେ ରହିବାରୁ ନିଜ ଜମିରେ ଥିବା ଫସଲ ସବୁ ଯେପରି ନଷ୍ଟ କରୁଛନ୍ତି, ସେଭଳି ପୂର୍ବୁରୁ କେବେ ମଧ୍ୟ ଦେଖିବାକୁ ମିଳିନଥିଲା ।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Aniket Aga

ଅନିକେତ ଆଗା, ୟୁନିଭର୍ସିଟି ଅଫ୍‌ ମିସିଗାନ୍‌, ଏନ୍‌ ଆର୍ବୋର୍‌ରେ ଆସିଷ୍ଟାଣ୍ଟ ପ୍ରଫେସର୍‌ ଅଛନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Author

Chitrangada Choudhury

ଚିତ୍ରାଙ୍ଗଦା ଚୌଧୁରୀ ଜଣେ ସ୍ୱାଧୀନ ସାମ୍ବାଦିକ, ଏବଂ ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ରୁରାଲ ଇଣ୍ଡିଆର କେନ୍ଦ୍ରୀୟ ଗୋଷ୍ଠୀର ଜଣେ ସଦସ୍ୟ।