ମୀରଗାଓଁ-ଉପରେ-ଭୁଶୁଡ଼ିଲା-ପାହାଡ଼

Satara, Maharashtra

Oct 24, 2021

ମୀରଗାଓଁ ଉପରେ ଭୁଶୁଡ଼ିଲା ପାହାଡ଼

ଗାଁ ଉପରେ ଭୂସ୍ଖଳନ ହେବାର ଅନେକ ସପ୍ତାହ ବିତିଯିବା ପରେ ମଧ୍ୟ ମହାରାଷ୍ଟ୍ର ମୀରଗାଓଁର ବାସିନ୍ଦାମାନେ ଏକ ସ୍ଥାନୀୟ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି। ତୃତୀୟଥର ପାଇଁ ସେମାନେ ସ୍ଥାନାନ୍ତରିତ ହୋଇଛନ୍ତି-ପ୍ରଥମେ କୋୟନା ନଦୀବନ୍ଧ ଯୋଗୁ ସେମାନଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଥିଲା- ବାରମ୍ବାର ସ୍ଥାନ ପରିବର୍ତ୍ତନ ଯୋଗୁଁ ସେମାନେ ହତାଶ ହୋଇପଡ଼ିଲେଣି

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Hrushikesh Patil

ହୃଷିକେଶ ପାଟିଲ ସାୱନ୍ତୱାଡ଼ିରେ ଅବସ୍ଥାପିତ ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଆଇନ ଛାତ୍ର, ସେ ବଞ୍ଚିତ ସମୁଦାୟଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କ ଖବର ସଂଗ୍ରହ କରିଥାନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।