୧୮ଟି-ଜୁଆର-ଏବଂ-ଜଣେ-ଦେବୀଙ୍କ-ଭୂମି

South 24 Parganas, West Bengal

Jan 18, 2022

୧୮ଟି ଜୁଆର ଏବଂ ଜଣେ ଦେବୀଙ୍କ ଭୂମି

ସୁନ୍ଦରବନରେ ମଣିଷ, ପ୍ରକୃତି ଏବଂ ବନ୍ୟପ୍ରାଣୀଙ୍କ ସହାବସ୍ଥାନରେ ସହାୟକ ହେଉଥିବା ମା’ ବୋନବିବି ଏବଂ ଦକ୍ଷିଣ ରାୟଙ୍କ ମିଶ୍ରିତ ପୌରାଣିକ କଥାକୁ ଦର୍ଶାଉଥିବା ଏକ ପ୍ରମାଣିକ ଚଳଚ୍ଚିତ୍ର

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Malay Dasgupta

ମଳୟ ଦାସଗୁପ୍ତା ଜଣେ ନିରପେକ୍ଷ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା; କାଲକାଟା ମିଡିଆ ଇନଷ୍ଟିଚ୍ୟୁଟର ବ୍ରଡକାଷ୍ଟ ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ଭାବେ ସେ କାର୍ଯ୍ୟ କରୁଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ତଥା ନିର୍ଦ୍ଦେଶିତ ଅନେକ ଲୋକକଳା, ସଂସ୍କୃତି, ସଙ୍ଗୀତ ଓ ପରିବେଶ ଉପରେ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।