bihu-songs-they-flow-like-rivers-in-our-bloodstreams-or

Jorhat, Assam

Jul 15, 2025

ବିହୁ ଗୀତ: ‘ଏହା ଆମ ରକ୍ତରେ ନଦୀ ସଦୃଶ ପ୍ରବାହିତ ହେଉଛି’

ଆସାମର ଜୋରହାଟ ଜିଲ୍ଲାର ଧାନକ୍ଷେତରେ ପାଞ୍ଚଜଣ ମହିଳା କାମ କରିବା ବେଳେ ଗୋଟିଏ ଦୁଇଟି ବିହୁ ଗୀତ ଗାଉଛନ୍ତି। ସେମାନେ ଗାଉଥିବା ଗୀତର ଶୃଙ୍ଖଳାର ପ୍ରଥମ କେତେକ ଅହମିୟା କୃଷି ଜୀବନର ବିଭିନ୍ନ ରଙ୍ଗକୁ ଧରି ରଖିଛି

Want to republish this article? Please write to [email protected] with a cc to [email protected]

Author

Himanshu Chutia Saikia

ହିମାଂଶୁ ଚୁତିୟା ସାଇକିଆ, ସମ୍ପ୍ରତି ମୁମ୍ବାଇରେ ରହୁଛନ୍ତି, ଜଣେ ସ୍ଵାଧୀନ ବୃତ୍ତଚିତ୍ର ନିର୍ମାତା, ଚଳଚ୍ଚିତ୍ର ସମ୍ପାଦକ ଏବଂ ଆସାମର ଜଣେ ସଙ୍ଗୀତଜ୍ଞ ଅଟନ୍ତି। ସେ ୨୦୨୧ରୁ ପରୀର ଫେଲୋ ଭାବେ କାମ କରିଆସୁଛନ୍ତି।

Paintings

Subrat Baruah

ସୁବ୍ରତ ବରୁଆ ଆସାମ ଜୋରହାଟର ଜଣେ ଚିତ୍ରଶିଳ୍ପୀ। ତାଙ୍କ ଚିତ୍ରରେ ବାସ୍ତବାବାଦର ପ୍ରତିଫଳନ ଦେଖିବାକୁ ମିଳୁଥିବା ବେଳେ ସେ ଆକ୍ରେଲିକ୍ ଏବଂ ଅଏଲ ପେଣ୍ଟିଂ ମାଧ୍ୟମରେ ଛବି ଆଙ୍କିଥାଆନ୍ତି।

Text Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।