elections-2019-village-votes-or

Jul 23, 2025

୨୦୧୯ ନିର୍ବାଚନ: ଗ୍ରାମାଞ୍ଚଳ ଭୋଟ

କେଉଁ ସବୁ ପ୍ରସଙ୍ଗ ଭାରତର ଗ୍ରାମାଞ୍ଚଳ ଭୋଟ୍‌ ନିର୍ଦ୍ଧାରଣ କରେ ? ଦେଶର ଗାଁଗୁଡ଼ିକରେ ଯେଉଁ ସବୁ ପ୍ରସଙ୍ଗ ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ, ସେଥିରେ ରହିଛି ଚାଷୀଙ୍କ ଦୁର୍ଦ୍ଦଶା, ଋଣଛାଡ଼, ସ୍ୱା ସ୍ଥ୍ୟସେବା, ରାସ୍ତା, ସ୍କୁଲ, ଚାକିରି, ଅଧିକ ମଜୁରି ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ । ଆନ୍ଧ୍ର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ଗାଁରୁ ଏହା ହିଁ ଜାଣିବାକୁ ପାଇଲା ‘ପରୀ’ । କେତେକ ସ୍ଥାନରେ, ଗୋଷ୍ଠୀଗତ ସଂପୃକ୍ତିରେ ଶାସନ; ଅନ୍ୟ କେତେକରେ, ଶିଳ୍ପ ଓ ପ୍ରକଳ୍ପ ସ୍ଥାପନ ନିମନ୍ତେ ନିଜର ଜମି ଓ ଜଳରୁ ବଞ୍ଚିତ ହେଉଥିବା ଲୋକଙ୍କ କ୍ରୋଧ, କିମ୍ବା ଦୀର୍ଘ ଦିନର ଦାବି ପ୍ରତି ଅଣଦେଖା ଭାବ । ପୂର୍ଣ୍ଣାଙ୍ଗ ବିବରଣୀ ଏଠାରେ ପଢ଼ନ୍ତୁ ।

Want to republish this article? Please write to [email protected] with a cc to [email protected]

Author

PARI Contributors

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।