festivals-and-the-folks-who-fashion-them-or

Nov 01, 2024

ଉତ୍ସବ ଓ ଲୋକଗାଥାର ମହତ୍ୱ

ପୌରାଣିକ, ପ୍ରାକୃତିକ ଓ ଭକ୍ତିଗତ ଉତ୍ସବ, ଋତୁ ପରିବର୍ତ୍ତନ, ଭଲ ଅମଳର ଆନନ୍ଦ – ଏ ସବୁକିଛି ଭାରତୀୟ ଉତ୍ସବର ଅନ୍ତର୍ଗତ। ଭିନ୍ନଭିନ୍ନ ଗୋଷ୍ଠୀଙ୍କୁ ଏକାଠି କରିବା ତଥା ଅଦ୍ଭୁତ ଭାବେ ଧାର୍ମିକ ବିଭାଜନକୁ ଯୋଡ଼ିବା ସହ ଲିଙ୍ଗଗତ ଓ ଜାତିଗତ ସୀମାର ଉର୍ଦ୍ଧ୍ଵକୁ ନେଇ ପାରିବାର କ୍ଷମତା ଉତ୍ସବଗୁଡ଼ିକର ରହିଛି। ଗୋଟିଏ ପଟେ ସେଗୁଡ଼ିକ ଯେତିକି ନିରନ୍ତରତା ରକ୍ଷା କରେ, ସେହି ପରି ଦୈନନ୍ଦିନ ଜୀବନ ଓ ଶ୍ରମର ନିରସତାରୁ ନିଷ୍କୃତି ଦିଏ। ବିଭିନ୍ନ ଗୋଷ୍ଠୀ ଓ ସମୁଦାୟର ଶିଳ୍ପୀ କାରିଗରମାନଙ୍କ ଭୋଜିଭାତ, ନାଚଗୀତ, ସଙ୍ଗୀତ ଓ ପାର୍ବଣ ଇତ୍ୟାଦି ବିନା ଏହା ଆଦୌ ସମ୍ଭବ ହୁଅନ୍ତା ନାହିଁ। ଆମର ଏକାଧିକ ପୃଥକ ଉତ୍ସବ ଓ ସମାରୋହ ସମ୍ପର୍କରେ ଏଠାରେ ଉପସ୍ଥାପିତ କରାଯାଉଛି ‘ପରୀ’ ପକ୍ଷରୁ ନଥିଭୁକ୍ତ କାହାଣୀ ସମୁହ

Want to republish this article? Please write to [email protected] with a cc to [email protected]

Author

PARI Contributors

Translation

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।