leaving-all-her-troubles-into-one-bamboo-basket-or

Balaghat, Madhya Pradesh

Dec 11, 2025

ବାଉଁଶ ଡାଲାରେ ଜୀବନ ଜିଜୀବିଷା

ବିଞ୍ଝୱାର ଆଦିବାସୀ ଗୋଷ୍ଠୀର ମଙ୍ଗଳି ବାଈ ଜୀବନ ବଞ୍ଚିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି, କିନ୍ତୁ ଏହାକୁ କେବଳ ଏକ ସମ୍ପଦ ରୂପେ ନୁହଁ, ବରଂ ଯଥେଷ୍ଟ ଅଧିକ କିଛି ଭଳି ମନେ କରନ୍ତି । ଜଙ୍ଗଲ ସହ ତାଙ୍କର ଘନିଷ୍ଠ ସମ୍ପର୍କକୁ ଘେନି ଏହି ଉପସ୍ଥାପନା

Want to republish this article? Please write to [email protected] with a cc to [email protected]

Author

Kiran Admache

କିରଣ ଆଦମାଚେ ହେଉଛନ୍ତି ମଧ୍ୟପ୍ରଦେଶସ୍ଥିତ ସିଓନିର ଗୋଣ୍ଡ ଗୋଷ୍ଠୀର ଜଣେ ଆଦିବାସୀ ମହିଳା ଚଳଚ୍ଚିତ୍ର ନିର୍ମାତା । ସେ ତୃଣମୂଳ ସ୍ତରରେ ଗୋଷ୍ଠୀଗୁଡ଼ିକୁ ଚଳଚ୍ଚିତ୍ର ମାଧ୍ୟମରେ ସଂଯୁକ୍ତ କରିବା ପାଇଁ କାମ କରୁଥିବା ଅନୁଷ୍ଠାନ ସିକାଡା କ୍ରିଏସନ୍ସର ସହ-ପ୍ରତିଷ୍ଠାତା । ତାଙ୍କର କାମ ମାଧ୍ୟମରେ ସାଂସ୍କୃତିକ ପରମ୍ପରା ଓ ତାଙ୍କ ଲୋକମାନଙ୍କର ଜୀବନାନୁଭୁତିକୁ ସଂଗ୍ରହ କରନ୍ତି ।

Editor

Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍‌ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।