my-grandchildren-will-build-their-own-house-or

Pune, Maharashtra

Oct 19, 2023

‘ମୋ ନାତିନାତୁଣୀମାନେ ହିଁ ନିଜର ଘର ତୋଳିବେ’

ମହାରାଷ୍ଟ୍ରରେ ଲୋକଙ୍କୁ ସ୍ଥାୟୀ ବାସସ୍ଥାନ ଯୋଗାଇ ଦେବା ଲାଗି ଉଦ୍ଦିଷ୍ଟ ସରକାରୀ ଯୋଜନାରେ ସାମିଲ ହେବାକୁ ସଂଘର୍ଷରତ ଶାନ୍ତାବାଇ ଚଭନଙ୍କ ପରିବାର। ଆଜି ବି ସେମାନଙ୍କ ଭଳି ଯାଯାବର ସଂପ୍ରଦାୟର ଲୋକେ ବିନା ବିଦ୍ୟୁତ ଏବଂ ବିନା ପାଣିରେ, ଅସ୍ଥାୟୀ କୁଡ଼ିଆରେ ରହିବାକୁ ବାଧ୍ୟ। ସରକାରୀ ଯୋଜନାରେ ଘର ପାଇବାକୁ ଆବଶ୍ୟକ ଜାତିଗତ ପ୍ରମାଣପତ୍ର ହାସଲ କରିବା ସେମାନଙ୍କ ପାଇଁ ଖର୍ଚ୍ଚବହୁଳ ଏବଂ କଷ୍ଟସାଧ୍ୟ

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Jyoti

ଜ୍ୟୋତି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

Editor

Sarbajaya Bhattacharya

ସର୍ବଜୟା ଭଟ୍ଟାଚାର୍ଯ୍ୟ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ପରୀ ଏଜୁକେସନର ଅଂଶବିଶେଷ ଭାବେ ପ୍ରଶିକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କ ସହ ନିବିଡ଼ ଭାବେ କାର୍ଯ୍ୟ କରିଥା’ନ୍ତି। ସର୍ବଜୟା ଜଣେ ଅଭିଜ୍ଞ ବଙ୍ଗଳା ଅନୁବାଦିକା। ସେ କୋଲକାତାରେ ରୁହନ୍ତି ଏବଂ ସହରର ଇତିହାସ ଏବଂ ଭ୍ରମଣ ସାହିତ୍ୟ କ୍ଷେତ୍ରରେ ତାଙ୍କର ରୁଚି ରହିଛି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।