no-light-at-the-end-of-the-Bihar-jobs-tunnel-or

Rohtas, Bihar

Jun 28, 2025

ବିହାରରେ କାମ ଅନ୍ଵେଷଣର ସୁଡ଼ଙ୍ଗ ଏବେ ବି ଅନ୍ଧାରରେ

ସାରା ଦେଶର ବିରାଟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ କାମ କରିବା ପାଇଁ ବିହାରର ସୁଶୀଲ ବିଶ୍ଵକର୍ମାଙ୍କ ଭଳି ଶ୍ରମିକମାନଙ୍କର ନିୟମିତ ଜୀବିକା ଅର୍ଜ୍ଜନ ପାଇଁ ରାଜ୍ୟ ବାହାରକୁ ଯିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାୟ ହେଉଛନ୍ତି ଜଣେ ତକ୍ଷଶିଳା-ପରୀର ବରିଷ୍ଠ ଫେଲୋ ୨୦୨୫ ଓ ପୂର୍ବତନ ପରୀ ଫେଲୋ ୨୦୨୨। ସେ ବିହାରରେ ଅବସ୍ଥାନ କରୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସମାଜର ଅବହେଳିତ ବର୍ଗମାନଙ୍କ ବିଷୟରେ ଲେଖନ୍ତି।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।