Chhotaudepur, Gujarat •
Jul 20, 2025
Author
Vanita Valvi
ବନୀତା ବାଲଭି ଛୋଟାଉଦେପୁର ଜିଲ୍ଲା ଅନ୍ତର୍ଗତ ତେଜଗଡ଼ ଗ୍ରାମସ୍ଥିତ ଆଦିବାସୀ ଏକାଡେମୀ ପରିସରରେ ଥିବା ବସନ୍ତ ଶାଳାରେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି
Video
Vikesh Rathawa
ବିକେଶକୁମାର ରାଠୱା ଗୁଜରାଟର ଛୋଟାଉଦେପୁର ଜିଲ୍ଲା ଅନ୍ତର୍ଗତ କୋରାଜ ଗ୍ରାମର ଜଣେ ପ୍ରଥିତଯଶା ଲେଖକ ହୋଇଥିବା ବେଳେ ସେ ତେଜଗଡ଼ସ୍ଥିତ ଆଦିବାସୀ ଏକାଡେମୀ ସହିତ କାର୍ଯ୍ୟ କରୁଛନ୍ତି। ସେ ତେଜଗଡ଼ ମ୍ୟୁଜିୟମରେ ଅଡିଓ, ଭିଡିଓ, ଫଟୋ ଏବଂ ସାହିତ୍ୟ ସଂଗ୍ରହ ଦ୍ଵାରା ସେ ଆଦିବାସୀମାନଙ୍କର ସ୍ଵର ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଦିଗରେ ସହଯୋଗ କରୁଛନ୍ତି। ଆଦିବାସୀ ସଂସ୍କୃତି ଏବଂ ମ୍ୟୁଜିୟମ ଅଧ୍ୟୟନରେ ରୁଚି ରଖୁଥିବା ବିକେଶକୁମାର ‘ପିପୁଲ୍ସ ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆ’ ପାଇଁ ମଧ୍ୟ ତାଙ୍କର ଯୋଗଦାନ ରହିଛି।
Editor
Pratishtha Pandya
ପ୍ରତିଷ୍ଠା ପାଣ୍ଡ୍ୟା ‘ପରୀ’ର ଜଣେ ବରିଷ୍ଠ ସଂପାଦକ ଏବଂ ସେ ‘ପରୀ’ର ସୃଜନଶୀଳ ଲେଖା ବିଭାଗର ମୁଖ୍ୟ । ସେ ମଧ୍ୟ ‘ପରୀଭାଷା’ ଟିମ୍ର ଜଣେ ସଦସ୍ୟ ଏବଂ ଗୁଜରାଟୀ ଲେଖାର ଅନୁବାଦ ଓ ସଂପାଦନା କରନ୍ତି । ତାଙ୍କର ଗୁଜରାଟୀ ଏବଂ ଇଂରାଜୀ ଭାଷାରେ ଅନେକ କବିତା ପ୍ରକାଶ ପାଇଛି।
Translator
OdishaLIVE