portrait-of-an-artist-as-professor-or

Madurai, Tamil Nadu

Jul 26, 2025

ପ୍ରଫେସର ଭାବେ ଜଣେ ଶିଳ୍ପୀଙ୍କର ଚିତ୍ରରୂପ

ଜଣେ ଦଳିତ ଲୋକକଳା ଶିଳ୍ପୀ ତାଙ୍କ ଜାତିର ସ୍ଥିତି ଯୋଗୁଁ ଜନ୍ମରୁ ବାନ୍ଧିହେଇ ରହିଥିବା ଭାଗ୍ୟର ଅଣନିଃଶ୍ଵାସୀ ଫାନ୍ଦରୁ ମୁକ୍ତି ପାଇବାକୁ ଶିକ୍ଷା ପ୍ରତି ମନ ବଳାଇଲେ, ତେବେ ସେ କେବଳ ସେହି ଫାନ୍ଦ ଭିତରକୁ ହିଁ ଟାଣି ହେଇ ହେଇ ଗଲେ। ଏହି ବୃତ୍ତ ଚଳଚ୍ଚିତ୍ରଟି ତାଙ୍କର ସେହି ଅସରନ୍ତି ସଂଘର୍ଷର ବର୍ଣ୍ଣନା କରେ

Translator

OdishaLIVE

Documentary

Aayna

Want to republish this article? Please write to [email protected] with a cc to [email protected]

Documentary

Aayna

ଆୟନା ହେଉଛନ୍ତି ‘ପରୀ’ ସହ କାମ କରୁଥିବା ଜଣେ ଦୃଶ୍ୟାତ୍ମକ କାହାଣୀକାର ଓ ଫଟୋଗ୍ରାଫର।

Video Editor

Himanshu Chutia Saikia

ହିମାଂଶୁ ଚୁତିୟା ସାଇକିଆ, ସମ୍ପ୍ରତି ମୁମ୍ବାଇରେ ରହୁଛନ୍ତି, ଜଣେ ସ୍ଵାଧୀନ ବୃତ୍ତଚିତ୍ର ନିର୍ମାତା, ଚଳଚ୍ଚିତ୍ର ସମ୍ପାଦକ ଏବଂ ଆସାମର ଜଣେ ସଙ୍ଗୀତଜ୍ଞ ଅଟନ୍ତି। ସେ ୨୦୨୧ରୁ ପରୀର ଫେଲୋ ଭାବେ କାମ କରିଆସୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।