seeng-ki-kangi-the-fine-tooth-legacy-of-sarai-tarin-or

Sambhal, Uttar Pradesh

Jul 22, 2025

ଶିଂଘ ପାନିଆ: ସରାଇ ତରିନରେ ପିଢ଼ି ପରେ ପିଢ଼ି ଚଳି ଆସୁଥିବା ସୂକ୍ଷ୍ମ-ଦାନ୍ତ କାମ

ଉତ୍ତର ପ୍ରଦେଶର ସମ୍ଭଲ ସହରରେ ରହୁଥିବା ମହମ୍ମଦ ଇସଲାମ ହେଉଛନ୍ତି ଏକଦା ସ୍ଥାନୀୟ ରୀତିନୀତିର ଅଂଶ ଥିବା ଏକ କାରୁକଳାକୁ ବଞ୍ଚାଇ ରଖିଥିବା ଶେଷ କାରିଗରମାନଙ୍କ ମଧ୍ୟରୁ ଜଣେ – ଯେଉଁମାନେ ମଇଁଷି ଶିଂଘରୁ ପାନିଆ ତିଆରି କରନ୍ତି

Want to republish this article? Please write to [email protected] with a cc to [email protected]

Author

Mohd Shehwaaz Khan

ମହମ୍ମଦ ଶାହୱାଜ ଖାନ ଦିଲ୍ଲୀରେ ରହୁଥିବା ଜଣେ ସାମ୍ବାଦିକ। ଫିଚର ଲେଖିବା ପାଇଁ ସେ ଲାଡଲି ମିଡିଆ ପୁରସ୍କାର ୨୦୨୩ ଜିତିଥିଲେ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ ଅଟନ୍ତି।

Editor

Kavitha Iyer

କବିତା ଆୟାର ୨୦ ବର୍ଷ ଧରି ସାମ୍ବାଦିକତା କରି ଆସୁଛନ୍ତି। ସେ ‘ଲ୍ୟାଣ୍ଡସ୍କେପ୍ସ ଅଫ ଲସ୍ : ଦ ଷ୍ଟୋରୀ ଅପ୍ ଆନ ଇଣ୍ଡିଆ ଡ୍ରଟ୍’ (ହାର୍ପର କଲ୍ଲିନ୍ସ, ୨୦୨୧) ପୁସ୍ତକର ଲେଖିକା।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।