sia-kalam-etched-in-history-or

Moradabad, Uttar Pradesh

Apr 19, 2025

ସିଆ କଲମ: ଏକ ଖୋଦିତ ଇତିହାସ

ସିଆ କଲମ ହେଉଛି ମୋରାଦାବାଦର ପୁରାତନ କାରୁକଳାଗୁଡ଼ିକ ମଧ୍ୟରୁ ଗୋଟିଏ ଓ ଏହା ହସ୍ତଖୋଦିତ ପିତ୍ତଳ କଳାକୃତି ଯାହାକୁ କରିବା ଦକ୍ଷତା ଉତ୍ତରାଧିକାରୀ ସୂତ୍ରରେ ମିଳିଥାଏ ଓ ଯେଉଁ କୁଶଳୀ କାରିଗରମାନେ ଏହାକୁ ପ୍ରସ୍ତୁତ କରନ୍ତି ସେମାନଙ୍କୁ ସମାଜରେ ସମ୍ମାନ ମିଳେ

Want to republish this article? Please write to [email protected] with a cc to [email protected]

Author

Mohd Shehwaaz Khan

ମହମ୍ମଦ ଶାହୱାଜ ଖାନ ଦିଲ୍ଲୀରେ ରହୁଥିବା ଜଣେ ସାମ୍ବାଦିକ। ଫିଚର ଲେଖିବା ପାଇଁ ସେ ଲାଡଲି ମିଡିଆ ପୁରସ୍କାର ୨୦୨୩ ଜିତିଥିଲେ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ ଅଟନ୍ତି।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Photographs

Mohd Shehwaaz Khan

ମହମ୍ମଦ ଶାହୱାଜ ଖାନ ଦିଲ୍ଲୀରେ ରହୁଥିବା ଜଣେ ସାମ୍ବାଦିକ। ଫିଚର ଲେଖିବା ପାଇଁ ସେ ଲାଡଲି ମିଡିଆ ପୁରସ୍କାର ୨୦୨୩ ଜିତିଥିଲେ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ ଅଟନ୍ତି।

Photographs

Neer Kumar Jha

ନୀର କୁମାର ଦିଲ୍ଲୀଠାରେ ଅବସ୍ଥାନ କରୁଥିବା ଜଣେ ଦୃଶ୍ୟକଳା ଶିଳ୍ପୀ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।