wayanad-s-keeper-of-rice-seeds-or

Wayanad, Kerala

Dec 16, 2025

ୱାୟନାଡ଼ର ଧାନ ବିହନ ସଂରକ୍ଷକ

କୁରଚିୟା ଜନଜାତିର ଚେରୁଭାୟଲ ରାମଣ ତାଙ୍କ ଜିଲ୍ଲାର ବିଭିନ୍ନ ସ୍ୱତନ୍ତ୍ର ଧାନ କିସମ - ଚେନ୍ନଲୁ, ତୋଣ୍ଡି, ଚେମ୍ବକମ୍, ଭେଲିୟନ୍, ଗନ୍ଧକାଶାଳା, କାୟମା ଏବଂ ଅନ୍ୟାନ୍ୟ କିସମ ସଂରକ୍ଷିତ କରି ରଖିଛନ୍ତି । ଏହି ବିଶିଷ୍ଟ ଚାଷୀଙ୍କ ପାଇଁ ଏହା ଶ୍ରଦ୍ଧା ଏବଂ ନିଷ୍ଠାର କାର୍ଯ୍ୟ, କାରଣ ସେ ଏହି ଦେଶୀ କିସମଗୁଡ଼ିକୁ ଅଞ୍ଚଳର ଦ୍ରୁତ ପରିବର୍ତ୍ତନଶୀଳ କୃଷି ଇତିହାସର ରକ୍ଷକ ବୋଲି ବିବେଚନା କରନ୍ତି

Photographs

Sibi Pulpally

Photo Editor

Binaifer Bharucha

Translator

OdishaLIVE

Want to republish this article? Please write to [email protected] with a cc to [email protected]

Author

K.A. Shaji

କେ.ଏ. ଶାଜି କେରଳର ଜଣେ ସାମ୍ବାଦିକ । ସେ ମାନବିକ ଅଧିକାର, ପରିବେଶ, ଜାତି, ନିଷ୍ପେଷିତ ସଂପ୍ରଦାୟ ଏବଂ ଜୀବିକା ପ୍ରସଙ୍ଗରେ ଲେଖନ୍ତି ।

Photographs

Sibi Pulpally

ସିବି ପୁଲପଲ୍ଲୀ କେରଳ ୱାୟନାଡ଼ର ଜଣେ ପୁରସ୍କାର ବିଜେତା ଫଟୋଗ୍ରାଫର ଏବଂ ବୃତ୍ତଚିତ୍ର ନିର୍ମାତା । ସେ ଆଦିବାସୀ ଜୀବନ, ପରିବେଶ ଏବଂ ଗ୍ରାମ୍ୟ ଜୀବନ ଉପରେ ରୁଚି ରଖନ୍ତି । ତାଙ୍କର ପ୍ରମୁଖ କାମଗୁଡିକ ମଧ୍ୟରେ ରହିଛି: ‘ହାଭ୍ ୟୁ ସିନ୍ ଆରାନା?’, କାଟ୍ଟୁନାଇକ୍କର୍ ଭାଷାର ଚଳଚ୍ଚିତ୍ର ‘ଗୁଡା’ ଏବଂ ଫଟୋ ସିରିଜ୍ ‘ସ୍ତ୍ରୀ ଜୀବିତମ୍’ ।

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Photo Editor

Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।