ଆମେ-ପୂର୍ବରୁ-ଶୋଭାଯାତ୍ରା-ରାଲି-କରିଛୁ-ଏବଂ-ପୁଣି-ଶୋଭାଯାତ୍ରା-ରାଲି-କରିବୁ

Nashik, Maharashtra

Mar 16, 2021

‘ଆମେ ପୂର୍ବରୁ ଶୋଭାଯାତ୍ରା (ରାଲି) କରିଛୁ ଏବଂ ପୁଣି ଶୋଭାଯାତ୍ରା (ରାଲି) କରିବୁ’

ନାସିକ ଜିଲ୍ଲାର ବିଜୟବାଈ ଗଙ୍ଗୋରଦେ ଏବଂ ତାରାବାଈ ଯାଦବଙ୍କ ପରି କୃଷି ଶ୍ରମିକମାନେ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ବିରୋଧ ରାଲି (ଶୋଭାଯାତ୍ରା) ରେ ସେମାନଙ୍କର ଏକତା ପ୍ରଦର୍ଶନ ପାଇଁ ମୁମ୍ବାଇରୁ ଆସୁଥିବା ରାଲିରେ ସମ୍ମିଳିତ ହେଉଥିବା ହଜାର ହଜାର ଶ୍ରମିକଙ୍କ ସହ ଯୋଗ ଦେବା ପାଇଁ ଋଣ ନେଇଥିଲେ।

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।