ଆମେ-ମଦ-ପ୍ରସ୍ତୁତି-ବନ୍ଦ-କଲେ-ମରିଯିବୁ

Jehanabad, Bihar

Jun 08, 2022

‘ଆମେ ମଦ ପ୍ରସ୍ତୁତି ବନ୍ଦ କଲେ ମରିଯିବୁ’

ରାଜ୍ୟରେ ମହୁଆ ମଦର ପ୍ରସ୍ତୁତି ଓ ବିକ୍ରି ଉପରେ ପ୍ରତିବନ୍ଧକ ସତ୍ୱେ ଦାରିଦ୍ର୍ୟ, ସାମାଜିକ କଳଙ୍କ ଏବଂ ନିଯୁକ୍ତି ସୁଯୋଗର ଅଭାବ ବିହାରର ମୁସାହାର ସମ୍ପ୍ରଦାୟକୁ ଏହାର ପ୍ରସ୍ତୁତି କରି ଅର୍ଥ ଉପାର୍ଜନ କରିବାକୁ ବାଧ୍ୟ କରେ

Want to republish this article? Please write to [email protected] with a cc to [email protected]

Author

Umesh Kumar Ray

ଉମେଶ କୁମାର ରାୟ ହେଉଛନ୍ତି ଜଣେ ତକ୍ଷଶିଳା-ପରୀର ବରିଷ୍ଠ ଫେଲୋ ୨୦୨୫ ଓ ପୂର୍ବତନ ପରୀ ଫେଲୋ ୨୦୨୨। ସେ ବିହାରରେ ଅବସ୍ଥାନ କରୁଥିବା ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସମାଜର ଅବହେଳିତ ବର୍ଗମାନଙ୍କ ବିଷୟରେ ଲେଖନ୍ତି।

Editor

S. Senthalir

ଏସ ସେନ୍ଥାଲିର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ପାଦିକା ଏବଂ ୨୦୨୦ର ପରୀ ସଦସ୍ୟା। ସେ ଲିଙ୍ଗ, ଜାତି ଓ ଶ୍ରମ ବିଷୟକୁ ନେଇ ରିପୋର୍ଟ ସଂଗ୍ରହ କରିଥାନ୍ତି। ସେନ୍ଥାଲିର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରେ ଚେଭେନିଂ ଦକ୍ଷିଣ ଏସିଆ ସାମ୍ବାଦିକତା କାର୍ଯ୍ୟକ୍ରମର ୨୦୨୩ର ଜଣେ ସଦସ୍ୟ

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।