ପ୍ରତିକୂଳ-ପରିସ୍ଥିତିରେ-କୋଭିଡ-19-ମହାମାରୀ-ମୁକାବିଲା-କରୁଛନ୍ତି-ଲଦାଖର-ସ୍ୱାସ୍ଥ୍ୟକର୍ମୀ

Leh, Jammu and Kashmir

Sep 30, 2021

ପ୍ରତିକୂଳ ପରିସ୍ଥିତିରେ କୋଭିଡ-19 ମହାମାରୀ ମୁକାବିଲା କରୁଛନ୍ତି ଲଦାଖର ସ୍ୱାସ୍ଥ୍ୟକର୍ମୀ

ଦୁର୍ଗମ ପାର୍ବତ୍ୟାଞ୍ଚଳ, ଖରାପ ପାଣିପାଗ, ଦୁର୍ବଳ ଟେଲିଯୋଗାଯୋଗ ନେଟୱର୍କ ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାର ଅଭାବ ସତ୍ତ୍ୱେ ଲେହ୍‌ର ସ୍ୱାସ୍ଥ୍ୟ କର୍ମୀମାନେ କୋଭିଡ- ୧୯ ମହାମାରୀ ସଂକ୍ରମଣର ମୁକାବିଲା କରୁଛନ୍ତି

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରିତାୟନ ମୁଖାର୍ଜୀ ହେଉଛନ୍ତି କୋଲକାତାରେ ଅବସ୍ଥାନ କରୁଥିବା ଜଣେ ଫଟୋଗ୍ରାଫର ଓ ‘ପରୀ’ର ବରିଷ୍ଠ ଫେଲୋ। ସେ ଭାରତର ପଶୁପାଳକ ଓ ଯାଯାବର ଶ୍ରେଣୀର ଜୀବନଧାରାକୁ ସଂକଳିତ କରିବା ପାଇଁ ଏକ ଦୀର୍ଘ-କାଳୀନ ପ୍ରକଳ୍ପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।