ସିଟ୍ଟିଲିଙ୍ଗି-ଭ୍ୟାଲିରେ-ଏକତ୍ର-ସିଲାଇ-କରିବା

Dharmapuri, Tamil Nadu

Jan 25, 2019

ସିଟ୍ଟିଲିଙ୍ଗି ଭ୍ୟାଲିରେ ଏକତ୍ର ସିଲାଇ କରିବା

ତାମିଲନାଡୁର ଧର୍ମପୁରୀ ଜିଲ୍ଲାର ଲାମବାଡି ମହିଳାମାନେ ବହୁ କଷ୍ଟ କରି ସେମାନଙ୍କ ସଂପ୍ରଦାୟର ପରିଚୟ ବୋଲି କୁହାଯାଉଥିବା ଏମ୍ବ୍ରୋଡୋରୀ ‘ଘଟେର’କୁ ପୁନଃଜୀବିତ କରିଛନ୍ତି। ଏହି ପାରମ୍ପରିକ ଦକ୍ଷତାରୁ ଆସୁଥିବା ରୋଜଗାର ଯୋଗୁ ଆଉ ସେମାନଙ୍କୁ କାମ ପାଇଁ ଅନ୍ୟ ସ୍ଥାନକୁ ଯିବାକୁ ପଡୁନାହିଁ

Translator

OdishaLIVE

Want to republish this article? Please write to zahra@ruralindiaonline.org with a cc to namita@ruralindiaonline.org

Author

Priti David

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରାଯାଏ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।