corneal-diseases-are-coming-into-sight-or

Kolkata, West Bengal

Sep 07, 2024

ଦୃଷ୍ଟିଶକ୍ତି ନଷ୍ଟ କରୁଛି କର୍ଣ୍ଣିଆ

ଭାରତରେ ହଜାର ହଜାର ଲୋକ କର୍ଣ୍ଣିଆ ବା ଚକ୍ଷୁର ସ୍ୱଚ୍ଛ ପଟଳ ରୋଗ ଦ୍ୱାରା ପ୍ରଭାବିତ। ମୋତିଆବିନ୍ଦୁ ପରେ, ଏହା ଦୃଷ୍ଟିଶକ୍ତି ହୀନତାର ସବୁଠୁ ବଡ଼ କାରଣ, ଯାହା ଲେନ୍ସ ସଲ୍ୟୁସନ୍‌, ଭୂତାଣୁ, ଶକ୍ତିବର୍ଦ୍ଧକ ବା ଷ୍ଟେରଏଡ୍ ଏବଂ ଅନ୍ୟାନ୍ୟ କାରଣ ଯୋଗୁ ହେଉଛି

Want to republish this article? Please write to [email protected] with a cc to [email protected]

Author

Ritayan Mukherjee

ରିତାୟନ ମୁଖାର୍ଜୀ ହେଉଛନ୍ତି କୋଲକାତାରେ ଅବସ୍ଥାନ କରୁଥିବା ଜଣେ ଫଟୋଗ୍ରାଫର ଓ ‘ପରୀ’ର ବରିଷ୍ଠ ଫେଲୋ। ସେ ଭାରତର ପଶୁପାଳକ ଓ ଯାଯାବର ଶ୍ରେଣୀର ଜୀବନଧାରାକୁ ସଂକଳିତ କରିବା ପାଇଁ ଏକ ଦୀର୍ଘ-କାଳୀନ ପ୍ରକଳ୍ପରେ କାମ କରୁଛନ୍ତି।

Editor

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।