kisan-mazdoor-mahapanchayat-held-in-delhi-or

New Delhi, Delhi

Mar 15, 2024

ଦିଲ୍ଲୀରେ କିଷାନ୍‌ ମଜଦୁର୍‌ ମହାପଞ୍ଚାୟତ ଆୟୋଜିତ

୧୪ ମାର୍ଚ୍ଚ, ୨୦୧୪ରେ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ମହାପଞ୍ଚାୟତ ପାଇଁ ହଜାର ହଜାର ଚାଷୀ ଓ କୃଷି ଶ୍ରମିକ ଏକତ୍ରିତ ହୋଇଥିଲେ। ଏହି ଶାନ୍ତିପୂର୍ଣ୍ଣ ସମାବେଶ ତିନି ବର୍ଷ ପୂର୍ବରୁ ଅନୁଷ୍ଠିତ ଆନ୍ଦୋଳନରେ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ସରକାରଙ୍କୁ ସ୍ମରଣ କରାଇ ଦେଇଥିଲା ଯାହା ବର୍ତ୍ତମାନ ସୁଦ୍ଧା ପୂରଣ ହୋଇନାହିଁ

Want to republish this article? Please write to [email protected] with a cc to [email protected]

Editor

Priti David

ପ୍ରୀତି ଡେଭିଡ୍‌ ‘ପରୀ’ର କାର୍ଯ୍ୟନିର୍ବାହୀ ସଂପାଦିକା । ସେ ଜଙ୍ଗଲ, ଆଦିବାସୀ ଏବଂ ଜୀବିକା ଉପରେ ଲେଖନ୍ତି । ପ୍ରୀତି ମଧ୍ୟ ‘ପରୀ’ର ଶିକ୍ଷା ବିଭାଗର ମୁଖ୍ୟ ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହିତ କାର୍ଯ୍ୟରତ ।

Author

Namita Waikar

ନମିତା ୱାଇକର ହେଉଛନ୍ତି ଜଣେ ଲେଖିକା, ଅନୁବାଦିକା ଏବଂ ପିପୁଲ୍ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ। ତାଙ୍କ ରଚିତ ଉପନ୍ୟାସ ‘ଦ ଲଙ୍ଗ ମାର୍ଚ୍ଚ’ ୨୦୧୮ରେ ପ୍ରକାଶ ପାଇଥିଲା।

Photographs

Ritayan Mukherjee

ରିତାୟନ ମୁଖାର୍ଜୀ ହେଉଛନ୍ତି କୋଲକାତାରେ ଅବସ୍ଥାନ କରୁଥିବା ଜଣେ ଫଟୋଗ୍ରାଫର ଓ ‘ପରୀ’ର ବରିଷ୍ଠ ଫେଲୋ। ସେ ଭାରତର ପଶୁପାଳକ ଓ ଯାଯାବର ଶ୍ରେଣୀର ଜୀବନଧାରାକୁ ସଂକଳିତ କରିବା ପାଇଁ ଏକ ଦୀର୍ଘ-କାଳୀନ ପ୍ରକଳ୍ପରେ କାମ କରୁଛନ୍ତି।

Translator

OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।