କଠୋର ଶୀତ ଏବଂ ସୀମାପାର ଗୁଳିଗୋଳା ମାଡ଼ କାଶ୍ମୀରର ଗୁରେଜ ଉପତ୍ୟକାରେ ବସବାସ କରୁଥିବା ଦର୍ଦ-ଶିନ ସମୁଦାୟର ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାଧ୍ୟ କରିଥାଏ। ଏହି ଋତୁକାଳୀନ ସ୍ଥାନାନ୍ତରଣ ସମୁଦାୟର ଭାଷା ଓ ସଂସ୍କୃତି ଉପରେ ପ୍ରଭାବ ପକାଇଥାଏ
Muzamil Bhat, Ritu Sharma, Binaifer Bharucha, OdishaLIVE
Bandipore, Jammu and Kashmir • Aug 05, 2025